ଭୁବନେଶ୍ବର : ଆୟ ବହର୍ଭୁତ ସମ୍ପତି ଠୁଳ ଅଭିଯୋଗରେ କଳାରାହାଙ୍ଗ ଗ୍ରାମପଞ୍ଚାୟତର GRS ବାବୁଲି ଚରଣ ପଡ଼ିହାରିଙ୍କ ଘରେ ଭିଜିଲାନ୍ସ ରେଡ଼ । ଏକକାଳୀନ ୬ ଟି ଜାଗାରେ ଚଢାଉ କରୁଛି ଭିଜିଲାନ୍ସ ଟିମ । କଳାରାହାଙ୍ଗ ଅଫିସ, ପୈତୃକ ଘର, ମାଉସୀମା ମନ୍ଦିର ପାଖରେ ଥିବା ୩ ମହଲା କୋଠା, ରଘୁନାଥପୁର ରେ ଦୁଇ ତାଲା କୋଠା ସମେତ ରଘୁନାଥପୁରର ଏକ ପ୍ଲଟରେ ଚଢାଉ । ଏହି ଚଢାଉରେ ସାମିଲ ଅଛନ୍ତି ୩ ଜଣ ଡ଼ିଏସପିଓ ୧୦ ଜଣ ଇନସ୍ପେକ୍ଟର।
More Stories
ଭିଜିଲାନ୍ସ ଜାଲରେ ସହକାରୀ ଯନ୍ତ୍ରୀ ଭାନୁମତୀ ଟୁଡୁ
ଲଗାଣ ବର୍ଷାରେ ଭାଙ୍ଗିଲା ୧୫ରୁ ଅଧିକ ଘର,କ୍ଷତିଗ୍ରସ୍ତ ପରିବାରଙ୍କୁ ରନ୍ଧାଖାଦ୍ୟ ବଣ୍ଟନ