ଝାରସୁଗୁଡ଼ା, ୧୧/୦୮: ପିଥିଣ୍ଡା ଗ୍ରାମରେ ଝାଡାବାନ୍ତି ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ୪୮କୁ ପହଂଚିଥିବା ସୂଚନା ଦେଲେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡୋଳାମଣି ପଟେଲ l ସେହିପରି ବାଦିମାଲ ଗ୍ରାମର ସ୍ଥିତି ନିୟନ୍ତ୍ରଣରେ ରହିଥିବା ସୂଚନା ଦେଇଛନ୍ତି ଶ୍ରୀ ପଟେଲ l ଅନ୍ୟପଟେ ଆଜି ଝାଡାବାନ୍ତି ଆକ୍ରାନ୍ତ ଥିବା ଉଭୟ ଗାଁ ପିଥିଣ୍ଡା ଓ ବାଦିମାଲକୁ ବ୍ରଜରାଜନଗର ବିଧାୟିକା ଅଳକା ମହାନ୍ତି, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡୋଲାମଣି ପାଟେଲ, ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ, ଲଖନପୁର ତହସିଲଦାର, ଜିଲ୍ଲାପରିଷଦ ସନତ ସିଂ ପ୍ରମୁଖ ଯାଇ ସ୍ଥିତି ପରଖିଛନ୍ତି l
More Stories
କୋରାପୁଟ ୨୦୨୪ ପୋରବ ଉଦ୍ଘାଟିତ, ପ୍ରତି ବ୍ଲକରେ ଆଣିଲେ ମସାଲ୍
ଭିଜିଲାନ୍ସ ଜାଲରେ ସହକାରୀ ଯନ୍ତ୍ରୀ ଭାନୁମତୀ ଟୁଡୁ