ଫୁଲବାଣୀ୧୬/୦୬ : ଜଣେ ୪ବର୍ଷୀୟ ନାବାଳିକାକୁ ଦୁଷ୍କର୍ମ ଉଦ୍ୟମ ଅଭିଯୋଗରେ ଗୁରୁବାର ଖଜୁରୀପଡ଼ା ପୋଲିସ ଅଭିଯୁକ୍ତ ଯୁବକକୁ ଗିରଫ କରିଛି l ଏ ନେଇ ନାବାଳିକା ପରିବାର ଖଜୁରୀପଡ଼ା ଥାନାରେ ଏତଲା ଦେବା ପରେ ପୋଲିସ ଅଭିଯୋଗ ସଂଖ୍ୟା ୭୪/୨୨ ମୂଳରେ ମାମଲା ରୁଜୁ କରିଥିବା ଏସଡିପିଓ ମହେନ୍ଦ୍ର ନାଥ ମୁର୍ମୁ କହିଛନ୍ତିl ଅଭିଯୁକ୍ତ ଜଣଙ୍କ ପୂର୍ବରୁ ମଧ୍ୟ ଏଭଳି କାଣ୍ଡ ଘଟାଇଥିବା ଶୁଣିବାକୁ ମିଳିଛି l
More Stories
ବ୍ରହ୍ମପୁର ହାବିଲଦାର ଓ କନେଷ୍ଟବଳ ସଂଘର ଶପଥ ସମାରୋହ**
ବୈପାରିଗୁଡ଼ା ବାଘଝୋଲା ଗ୍ରାମର ରାସ୍ତା ତଦାରଖ କରିବାକୁ ଯାଇ ଫସିଲେ ବିଡ଼ିଓ
ଉପରମୁଣ୍ଡରେ ବଢୁଛି ଜଳସ୍ତର, ଖୋଲିଲା ହୀରାକୁଦର ଆଉ ୪ଟି ଗେଟ୍; ମୋଟ ୧୨ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସିତ