Headlines Odisha Tv

An Odia News Portal

ନଂ ୧ ଧନୀ ମୁକେଶ ଅମ୍ବାନୀଙ୍କ ୪ ଦାମୀ ସମ୍ପତ୍ତି

ମୁମ୍ବାଇ ୧୬/୦୩  :  ଏସିଆର ନଂ ୱାନ୍‌ ଧନୀ ମୁକେଶ ଅମ୍ବାନୀ।  ଦୁନିଆର ଟପ୍‌ ୧୦ ଧନୀ ତାଲିକାରେ ବି ସାମିଲ୍‌।  ଅମାପ ସମ୍ପତ୍ତିକୁ  ବଡ଼ ବଡ଼ ଘର। ଦେଖିଲେ ଲାଖିଯିବ ଆଖି। ଅମ୍ବାନୀଙ୍କ ସମ୍ପତ୍ତି ବିଷୟରେ ପ୍ରାୟ ସମସ୍ତଙ୍କୁ ଅଳ୍ପ ବହୁତେ  ଜଣା।  କିନ୍ତୁ କିଛି ନିର୍ଦ୍ଦିଷ୍ଟ ସମ୍ପତ୍ତି ଯାହା ତାଙ୍କୁ ନଂ୧ ଧନୀର ମାନ୍ୟତା ଦେଇଛି। ବିପୁଳ ଅର୍ଥ , RIL ଅଧୀନରେ ବହୁ ସଂଖ୍ୟକ କମ୍ପାନୀ, ଅସଂଖ୍ୟ ବିଳାସପୂର୍ଣ୍ଣ କାର, କୋଟି କୋଟି ଡଲାର ବିନିଯୋଗ ଓ ବିଭିନ୍ନ ସ୍ଥାନରେ ଥିବା ବଙ୍ଗଲୋ।  ତେବେ ଆସନ୍ତୁ ଜାଣିବା ତାଙ୍କର ସବୁଠୁ ଦାମୀ ବଙ୍ଗଲୋ ବିଷୟରେ।