ଭୁବନେଶ୍ୱର, ଅଗଷ୍ଟ ୨୮ : ପ୍ରଥମ ଓ ଦ୍ୱିତୀୟ ଲହରରେ ଶିଶୁ ବେଶୀ ସଂକ୍ରମିତ ହେଉନଥିଲେ । ମାତ୍ର ଏବେ ତୃତୀୟ ଲହରରେ ଶିଶୁ ବେଶୀ ସଂକ୍ରମିତ ହେବେ । ସଂକ୍ରମିତ ହେବା ସହିତ ମୃତ୍ୟୁ ମଧ୍ୟ ହେଉଛି । ୯୦ ପ୍ରତିଶତ ହୋମ୍ ଆଇସୋଲେସନରେ ଭଲ ବି ହେଉଛନ୍ତି ବୋଲି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ସୂଚନା ଦେଇଛନ୍ତି ।
More Stories
ପୋଲିସ ଓ ଅବକାରୀ ବିଭାଗ ମିଳିତରେ ୨୪ ଶହରୁ ଉର୍ଦ୍ଧ୍ବ ଗଞ୍ଜେଇ ଗଛ ପୋଡ଼ି ନଷ୍ଟ*
ଭତ୍ତା ଟଙ୍କା ଆଣିବାକୁ ଯାଇ ମୃତ୍ୟୁ ବରଣ କଲେ ବୃଦ୍ଧା*