ଜଗତସିଂହପୁର ୧୪।୦୩ : ଟ୍ରେନ ଧକ୍କାରେ ୩ ହରିଣ ମୃତ୍ୟୁ । ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ଥାନା ଗୋପାଳପୁର ଛକ ପୋଲିଆ ନିକଟରେ ଏହି ଦୁର୍ଘଟଣା ଘଟିଛି । ନିକଟରେ ଥିବା ଧଳତଙ୍ଗ ଗଡ଼ ଜଙ୍ଗଲରୁ ପଦାକୁ ଆସି ଟ୍ରେନ ଲାଇନ ପାରି ହେଉଥିବା ବେଳେ ଦୁର୍ଘଟଣା ଘଟିଥିବା ସୂଚନା ମିଳିଛି । ମୃତ ହରିଣ ଗୁଡିକୁ ଜବତ କରିଛି ବନ ବିଭାଗ ।
More Stories
ଭିଜିଲାନ୍ସ ଜାଲରେ ସହକାରୀ ଯନ୍ତ୍ରୀ ଭାନୁମତୀ ଟୁଡୁ
ଲଗାଣ ବର୍ଷାରେ ଭାଙ୍ଗିଲା ୧୫ରୁ ଅଧିକ ଘର,କ୍ଷତିଗ୍ରସ୍ତ ପରିବାରଙ୍କୁ ରନ୍ଧାଖାଦ୍ୟ ବଣ୍ଟନ